29/05/2021


ନୂଆଦିଲ୍ଲୀ📌


EDITOR BY/- Srinibash Rout

କ୍ୟାବିନେଟର ନିଯୁକ୍ତି କମିଟି ଦେଶର ମୁଖ୍ୟ ଗୁଇନ୍ଦା ଏଜେନ୍ସି ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ମୁଖ୍ୟ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (R&AW) ର ମୁଖ୍ୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି।


ଆଇବି ନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିଭଳି R&AW ସଚିବ ସାମନ୍ତ କୁମାର ଗୋଏଲ ମଧ୍ୟ ଆସନ୍ତା ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ। ଏହି ବର୍ଷ ୩୦ ଜୁନ୍ ପର୍ଯ୍ୟନ୍ତ ଉଭୟ ଅଧିକାରୀଙ୍କ କାର୍ଯ୍ୟକାଳ ଅବଧି ଥିଲା ବୋଲି ସୂଚନା ମିଳିଛି ।



WWW.SOCIALNEWSODIA.INFO