28-JANUARY-2022


📌


BY: SRINIBASH ROUT

ଭିଜିଲାନ୍ସ ଚଢ଼ାଉ ।ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକ କୁକୁଡ଼ା ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ଘରେ ଭିଜିଲାନ୍ସ ଚଢ଼ାଉ। ବାସଭବନ ସମେତ ଅଫିସରେ ମଧ୍ୟ ଚଢ଼ାଉ କରାଯାଉଛି। ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ ଜାରି ରଖିଛି ।ତାଙ୍କ ଘରୁ କିଛି ବ୍ୟାଙ୍କ୍ ସମ୍ଭନ୍ଧୀୟ ତଥ୍ୟ, ତିନୋଟି ଜାଗାର କାଗଜ ପତ୍ର ଆଦି ଜିନିଷ ଭିଜିଲାନ୍ସ ହାତରେ ଲାଗିଛି ।ପରୀକ୍ଷିତ ସାହୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ରେଡ୍ ପରେ ଜଣା ପଡ଼ିବ ।




www. socialnewsodiaofficial.blogspot.com