Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମୃତ ଶିଶୁକୁ ଝୁଣି ଖାଇଲେ କୁକୁର; ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଅଭାବନୀୟ ଦୃଶ୍ୟ, ବିଚ୍ ରାସ୍ତାରେ ଦୁଇ ଶିଶୁଙ୍କ ମୃତଦେହକୁ ଝୁଣି ଖାଇଲେ କୁକୁର ।

 




05-FEBRUARY-2022


📌


BY: SRINIBASH ROUT

ବିଚ୍ ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲେ କୁକୁର ।ଗତକାଲି ଅର୍ଥାତ୍ ଶୁକ୍ରବାର ୦୪ ତାରିଖ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖାଯାଇଛି ।ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ସିଦ୍ଧି ବିନାୟକ ମନ୍ଦିର ନାଳ ନିକଟରେ ଦୁଇ ମୃତ ଶିଶୁଙ୍କୁ ଖାଉଛନ୍ତି କୁକୁର ।ଗର୍ଭରେ ନଷ୍ଟ ହୋଇ ଯାଇଥିବା ଶିଶୁ ମାନଙ୍କୁ ବାହାରେ ଏଣେ ତେଣେ ମେଡ଼ିକାଲ କର୍ତ୍ତୃପକ୍ଷ ଫିଙ୍ଗି ଦେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।କାଲି ବର୍ଷା ଯୋଗୁଁ ନାଳରେ ଭାସି ଆସିଥିବା ଅନୁମାନ କରାଯାଉଛି।



www. socialnewsodiaofficial.blogspot.com

Post a Comment

0 Comments