12-MARCH-2022
📌
BY: SRINIBASH ROUT
ଓଡ଼ିଶା ପରି ଶାନ୍ତି ପ୍ରିୟ ରାଜ୍ୟରେ ହିଂସାର ସ୍ଥାନ ନାହିିଁ ।ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଓ କର୍ମୀଙ୍କ ଉପରେ ବିଜେପି ନେତା ଓ କର୍ମୀଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣ ସହିତ ଦାଦାଗିରକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ। ୩୨ ଓ ୩୩ନମ୍ବର ୱାର୍ଡରେ ବିଜେପି କର୍ମୀମାନେ ବି.ଜେ.ଡି ପ୍ରାର୍ଥୀମାନଙ୍କୁ ଆକ୍ରମଣ କରିଛନ୍ତି ବୋଲି ଇପ୍ସିତା କହିଛନ୍ତି ।ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ନିର୍ବାଚନ ଜିତିବା ପାଇଁ ବିଜେପି ନେତାମାନେ ଯେଉଁଭଳି ହିଂସାକାଣ୍ଡ କରୁଛନ୍ତି ।ତାର ପ୍ରତିବଦଳରେ ଓଡ଼ିଶା ବାସୀ ତାଙ୍କର ନିର୍ବାଚନ ସମୟରେ ଭୋଟ୍ ଦାନ ଦ୍ୱାରା ମତାମତ ଦେଉଛନ୍ତି ।
www. socialnewsodiaofficial.blogspot.com
0 Comments