09-MARCH-2022


📌


BY: SRINIBASH ROUT

ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ବସିବ ବିଧାନସଭା ବଜେଟ୍ ଅଧିବେଶନ ।ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।୭ଦିନରୁ ମୋଟ ୬ଟି କାର୍ଯ୍ୟ ଦିବସ ରହିଛି । ତେବେ ମାର୍ଚ୍ଚ ୨୫ରେ ଅଭିଭାଷଣ ରଖିବେ ମାନ୍ୟବର ରାଜ୍ୟପାଳ। ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ ।ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ।


(ଚଳିତ ବର୍ଷ ମୋଟ୍ ୬ଟି କାର୍ଯ୍ୟ ଦିବସ ରହିବ)



www. socialnewsodiaofficial.blogspot.com