19-APRIL-2022

📌

BY: SRINIBASH ROUT

ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା ।ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବଢ଼ିଛି। ବସ୍‌ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। 

ତିନି ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ବସ୍ ଭଡ଼ାରେ ବୃଦ୍ଧି ଘଟିଛି ।

ପୂର୍ବରୁ ରାଜ୍ୟରେ ସାଧାରଣ ବସଭଡ଼ା କି.ମି ପିଛା ୯୦ ପଇସା ଥିବା ବେଳେ ଏବେ ୟାତ୍ରୀଙ୍କୁ ୯୨ ପଇସା ଦେବାକୁ ପଡ଼ିବ ।ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କି.ମି ପିଛା ୯୪ରୁ ୯୬ ପଇସାକୁ ବୃଦ୍ଧି ପାଇଛି ।ଡିଲକ୍ସ ବସ୍ ଭଡ଼ା କି.ମି ପିଛା ୧.୩୧ ଟଙ୍କାରୁ ୧.୩୫ ଟଙ୍କା ଓ ଏସି-ଡିଲକ୍ସ ବସଭଡ଼ା କି.ମି ପିଛା ୧.୫୯ ଟଙ୍କାରୁ ୧.୬୩ ଟଙ୍କାକୁ ବୃଦ୍ଧି ପାଇଛି । 

https://socialnewsodiaofficial.blogspot.com