28-APRIL-2022
📌
BY: SRINIBASH ROUT
ରାଜଧାନୀରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି ।ଲକ୍ଷ୍ମୀ ସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ୧୫ ମାସର ଶିଶୁକୁ ହତ୍ୟା ପରେ ବାପା ମା’ କରିଥିବା ଅନୁମାନ କରାଯାଉଛି ।ସୂଚନା ମୁତାବକ ଏକ ବନ୍ଦ୍ ଘରୁ ଗୋଟିଏ ପରିବାରର ୩ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ତେବେ ମୃତ ଦମ୍ପତ୍ତି ମହାରାଷ୍ଟ୍ରର ବୋଲି ଜଣାପଡିଛି ।କିନ୍ତୁ ବର୍ତ୍ତମାନ ସୁଦ୍ଧାର ମୃତ୍ୟୁର କାରଣ ଜଣାପଡିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।ସମସ୍ତ ମୃତକଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି ।
ତେବେ ମୃତକ ତିନି ଜଣ ହେଉଛନ୍ତି ତୁଷାର ରାଜେନ୍ଦ୍ର ଜଗତବ, ତୁଷାରଙ୍କର ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା ।
(ତୁଷାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ କ୍ରିଷ୍ନା ପ୍ୟାଲେସରେ କେୟାରଟେକର ଭାବେ କାମ କରୁଥିଲେ)
ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।ସମ୍ପତ୍ତି ବିବାଦ ଯୋଗୁଁ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା ।ସମ୍ପତ୍ତି ବିବାଦକୁ ନେଇ ସେମାନେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
https://socialnewsodiaofficial.blogspot.com
0 Comments