📌

10 April

BY: SRINIBASH ROUT

ଆଜି ପବିତ୍ର ରାମ ନବମୀ ଅବସରରେ ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିନ ଉପଲକ୍ଷେ ବାଲୁକା କଳା ଦ୍ୱାରା ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ରଙ୍ଗବେରଙ୍ଗର ବାଲୁକାରେ ନିଜ କଳାର ପ୍ରଦର୍ଶନୀ କରିଛନ୍ତିି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ଦୀର୍ଘ ଦୁଇ ବର୍ଷ ପରେ ପ୍ରତ୍ୟେକଟି ହିନ୍ଦୁଙ୍କୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଜନ୍ମ ଦିବସ ତଥା ଶ୍ରୀରାମ ନବମୀ ପାଳନ କରିବାର ଅବସର ମିଳିଛି । ଆଜି ବିଭିନ୍ନ ସ୍ଥାନରେ ମହାଆଡମ୍ବର ସହକାରେ ପାଳନ କରାଯାଉଛି ।ପ୍ରତ୍ୟେକ ପୂଜା ମଣ୍ଡପ ଏଥିପାଇଁ ଚଳଚଞ୍ଚଳ ।



https://socialnewsodiaofficial.blogspot.com