29-APRIL-2022
📌
BY: SRINIBASH ROUT
ରାଉରକେଲା ରିଙ୍ଗ ରୋଡ଼ରେ ଆମ୍ବ ବାଗନ ନିକଟରେ ଗୁରୁବାର ୨୭ ତାରିଖ ସକାଳେ ଏକ ଚଳନ୍ତା କାର ରେ ନିଆଁ ଲାଗି ଯିବା ପରେ କାର ଟି ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏଥିରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ମାତ୍ର ସେତେ ବେଳକୁ କାର ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ।କାର ଟି କୋଏଲ ନଗର ପଟୁ ରିଂରୋଡ଼ ରେ ଟେଲିଫୋନ ଭବନ ଆଡେ଼ ଯାଉଥିବା ବେଳେ ଆମ୍ବ ବାଗନ ନିକଟରେ ହଠାତ୍ କାର ରେ ନିଆଁ ଲାଗିଯାଇଥିଲା ।
(ପ୍ରବଳ ଖରା ଯୋଗୁଁ ନିଆଁ ଲାଗୁଛି ନା ଅନ୍ୟ କିଛି କାରଣ ରୁ ଏହା ତଦନ୍ତ ର ବିଷୟ)
https://socialnewsodiaofficial.blogspot.com
0 Comments