02-MAY-2022
📌
BY: SRINIBASH ROUT
ବାପା ସାଜିଲା ସେଇତାନ ।ନିଜ ଜନ୍ମକଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ବାପା ।ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଦ ପିଇ ଏଭଳି ଉନ୍ମୁକ୍ତ କାଣ୍ଡ ଘଟାଇଛି ସଇତାନ ବାପା। ପ୍ରଥମେ ଟାଙ୍ଗିଆରେ ସ୍ତ୍ରୀ ଧୁବଲି ମୁଣ୍ଡାକୁ ଆକ୍ରମଣ କରିଥିଲା। ସ୍ତ୍ରୀ ଜୀବନ ବିକଳରେ ଦୌଡି ପଳାଇ ଯିବାରୁ ଛୁଆକୁ ମାରିଲା ସଇତାନ ବାପା ।ତେବେ ୩ ଶିଶୁଙ୍କ ମଧ୍ୟରେ ଜଣେ ୫ବର୍ଷର ସୀମା ମୁଣ୍ଡା, ୨ବର୍ଷର ରାଜୁ ମୁଣ୍ଡା ଏବଂ ୨ମାସର ଶିଶୁକନ୍ୟା ଥିବା ମାଆ ଅଭିଯୋଗ କରିଛନ୍ତି ।ଖବର ପାଇ କୋଇଡ଼ା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ବାପା ପାଣ୍ଡୁ ମୁଣ୍ଡାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ଖବର ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ଝଗଡ଼ା ଲାଗିରହିଥିଲା ।ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତି ର ବାତାବରଣ ରହିଥିଲା ।ଯାହାର କୁ ପରିଣତି ଏବେ ଦେଖାଦେଇଛି ।ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲା ।ଝଗଡ଼ା ଏତେ ପରିମାଣରେ ବଢ଼ିଗଲା ଯାଇଥିଲେ ଯେ ମଦ୍ୟପ ସ୍ୱାମୀ ନିଜ ୩ ଛୁଆଙ୍କୁ କୂଅରେ ଫିଙ୍ଗି ଦେଇଥିଲା ।ଯାହା ଫଳରେ ୩ଛୁଆଙ୍କ ମୃତ୍ୟୁ ହୋଇଥିଲା ।
https://socialnewsodiaofficial.blogspot.com
0 Comments