19/MAY/2022
📌
BY: SRINIBASH ROUT
ତିନୋଟି ବାଛୁରୀ କୁ ମାରି ଆଘାତ କରିଛି ବାଘ ।ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ କିଛି ଦିନ ହେଲା ବାଘ ଆତଙ୍କ ଦେଖାଦେଇଛି। ବାଘଟି କିଛି ଦିନ ହେବ ମାକରବିର୍ଲି ଗାଁରେ ବୁଲୁଥିବା ସହ ଗାଁର ୩ଟି ବାଛୁରୀକୁ ମାରି ଖାଇବାକୁ ଉଦ୍ୟମ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ତିନୋଟି ଟି ବାଛୁରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛିନ୍ତି ।ବନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।ମାକାରବିର୍ଲି ଗାଁ ର ଭଗବାନ ମାଝୀ ଙ୍କ ଗୋଟିଏ ବାଛୁରୀ, ଚରଣ ମାଝିଙ୍କ ଗୋଟିଏ ବାଛୁରୀ ଏଂବ ସାବିତ୍ରୀ ମାଝିଙ୍କ ବାଛୁରୀ ବୋଲି ଜଣା ପଡ଼ିଛି ।
(ବୋଡ଼େନ ମାକରବିର୍ଲି ଗ୍ରାମରେ ୨ ଦିନ ହେଲା ଏକ କଲରାପତରିଆ ବାଘ ଆତଙ୍କ ଖେଳାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି)
https://socialnewsodiaofficial.blogspot.com
0 Comments