25/MAY/2022
📌
BY: SRINIBASH ROUT
ରେଳବାଇ କ୍ୱାର୍ଟର୍ସରୁ ମୂଲ୍ୟବାନ କାଠ ଜବତ ଘଟଣା। ଜେଲ୍ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ।ବଲାଙ୍ଗୀର ଜିଲ୍ଲା ତୁରକେଲା ରେଳବାଇ କ୍ୱାଟର୍ସ ପଛପଟୁ ଅନେକ ଗୁଡ଼ିଏ ମୂଲ୍ୟବାନ କାଠକୁ ଜବତ୍ କରାଯାଇଛି ।ଏଥିପାଇଁ ଜେଲ୍ ଯାଇଛନ୍ତି ତୁରକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପ ।ଗତ ୧୩ ତାରିଖରେ ଷ୍ଟେସନ ମାଷ୍ଟରଙ୍କ କ୍ୱାଟର୍ସ ପଛପଟୁ ୧୭ଟି ଶାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ୍ କରିଥିଲା ବନ ବିଭାଗ । ବେଆଇନ୍ ଭାବେ ସରକାରୀ କ୍ୱାଟର୍ସରେ କାମ କରାଉଥିଲେ ।ଦୀର୍ଘ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ୍ ଭାବେଳ କାଠକାମ କରୁଥବା ବନ ବିଭାଗ ସନ୍ଦେହ କରି ଚଢ଼ାଉ କରିଥିବା ଜଣାପଡ଼ିଛି ।ଏହି ମାମଲାରେ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।
https://socialnewsodiaofficial.blogspot.com
0 Comments