28/MAY/2022
📌
BY: SRINIBASH ROUT
କଟକ ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ବା କମ୍ପାନୀ ।ଆଜି ଅର୍ଥାତ୍ ଶୁକ୍ରବାର ୨୭ ତାରିଖ ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ କମିଶନରେଟ୍ ପୋଲିସର ମିଳିତ ରେଡ୍ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କମ୍ପାନୀ ।ଏଠାରେ ଅନେକ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ନକଲି ମୃଦୁ ପାନୀୟକୁ ବଜାରକୁ ପଠାଯାଉଥିଲା ।ଆଉ ଆଜି ଅର୍ଥାତ୍ ଶୁକ୍ରବାର ଏହି ଫ୍ୟାକ୍ଟ୍ରି ଉପରେ ରେଡ୍ କରି ଜବତ୍ କରିଛି ବିପୁଳ ପରିମାଣର ନକଲି ମୃଦ୍ୟୁ ପାନୀୟ ।ନିମ୍ନ ମାନର କଞ୍ଚାମାଲ୍ ବ୍ୟବହାର କରି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
https://socialnewsodiaofficial.blogspot.com
0 Comments