14/MAY/2022


📌


BY: SRINIBASH ROUT

ରାଜ୍ୟରେ ବଢ଼ିଚାଲିଛି ନିଶା କାରବାର। ପୁଣି ଖୋର୍ଦ୍ଧା ନିକଟରୁ ୧ କେ.ଜି ୪୨ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି। ବ୍ରାଉନସୁଗାର ଜବତ୍ ସହ ୩ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ ।ଗିରଫ ଅଭିଯୁକ୍ତ ହେଉଛନ୍ତି ରଞ୍ଜନ କୁମାର ପାଟଶାଣୀ, ଲଷ୍ମୀଧର ସ୍ୱାଇଁ ଓ ଅମରେନ୍ଦ୍ର ମହାପାତ୍ର ।ରାଜ୍ୟରେ ଧଳା ଜହର କାରବାର ବଢ଼ି ଚାଲିଥିବା ବେଳେ ୨୦୨୦ ପର ଠାରୁ ୫୧ କେ.ଜି ବ୍ରାଉନ୍ ସୁଗାର/ହିରୋଇନ୍ ଜଜବତ କଲାଣି ଏସଟିଏଫ୍ ।ଏଥିସହିତ ଏହି ଦୁଇବର୍ଷ ମଧ୍ୟରେ ୨୦୨ ଗ୍ରାମ କୋକେନ୍ ଏବଂ ଗଞ୍ଜା ୯୩ କ୍ୱିଣ୍ଟାଲରୁ ଅଧିକ ଜବତ କରିଥିବାବେଳେ ୧୪୪ ରୁ ଅଧିକ ଡ୍ରଗ୍ ଡିଲର / ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ ।


https://socialnewsodiaofficial.blogspot.com