10/June/2022
📌
BY: SRINIBASH ROUT
ଆସନ୍ତା ଜୁଲାଇ ୧ ତାରିଖ ପୁରୀ ରଥଯାତ୍ରା ପାଇଁ କଟକ, ପୁରୀ, ଭୂବନେଶ୍ୱର ମଧ୍ୟରେ ନିୟମିତ ବସ୍ ବ୍ୟତୀତ ପାଖାପାଖି ୧୦୦ ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରିବ ।ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ପରିବହନ କର୍ତ୍ତୁ ପକ୍ଷଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ନିଷ୍ପତ୍ତି ଅନୁସାରେ, ନିଷ୍ପତ୍ତି ଅନୁସାରେ, ଏହି ସ୍ୱତନ୍ତ୍ର ବସ୍ ସେବା ରଥଯାତ୍ରା ପୂର୍ବ ଦିନ (ଜୁନ୍ ୩୦ ତାରିଖ ), ରଥଯାତ୍ରା ଦିନ (ଜୁଲାଇ ୧ ତାରିଖ ), ରଥଯାତ୍ରା ପରଦିନ (ଜୁଲାଇ ୨ ତାରିଖ ), ବାହୁଡା଼ ପୂର୍ବଦିନ (ଜୁଲାଇ ୮ ତାରିଖ) ବାହୁଡା଼ ଦିନ (ଜୁଲାଇ ୯ ତାରିଖ ), ସୁନାବେଶ (ଜୁଲାଇ ୧୦ ), ସୁନାବେଶ ପରଦିନ (ଜୁଲାଇ ୧୧ ) ଏହି ପରି ୭ ଦିନ ଧରି ଦିନ ରାତି ଉପଲବ୍ଧ ହେବ ।ଏହି ସବୁ ବସଗୁଡିକ ପୁରୀର ତାଳବଣିଆରେ ରହିବେ ।
https://socialnewsodiaofficial.blogspot.com
0 Comments