05/June/2022
📌
BY: SRINIBASH ROUT
ସାଇବ ଥାନା ପୋଲିସକୁ ସଫଳତା, ସାଇବର ଠକ ଗିରଫ। ଚାକିରି ଦେବା ଆଳରେ ଠକିଥିଲା ଲକ୍ଷାଧିକ ଟଙ୍କା ।ସାଇବର ଥାନା ପୋଲିସ ହାତରେ ସାଇବର ଠକ ।ଗିରଫ ସାଇବର ଠକ ହେଉଛି ଦିଲ୍ଲୀପ ବେହେରା ।ଖବରରୁ ପ୍ରକାଶ ଯେ, ନାଲକୋ, ଏନଟିପିସି, ଲାନକୋ, ସିମ୍ପ୍ଲେକ୍ସ ଭଳି ବଡ଼ ବଡ଼ କମ୍ପାନୀ ରେ ଚାକିରୀ ଦେବା ନାଁରେ ଠକେଇ କରିଥିଲା। ବିଭିନ୍ନ ଖବରକାଗଜ ମାଧ୍ୟମରେ ଆଡ୍ ଦେବା ସହ ଅନଲାଇନ ପେମେଣ୍ଟ ନେଇଥିଲା ଠକ ଦିଲ୍ଲୀପ ବେହେରା। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଂଜିଣାରୁ ଗିରଫ କଲା ସାଇବର ଥାନା ପୋଲିସ ଦିଲ୍ଲୀପର ଚାରୋଟି ବ୍ୟାଙ୍କ୍ ଆକାଉଣ୍ଟକୁ ସିଜ୍ କରିଛି ସାଇବର ଥାନା।
https://socialnewsodiaofficial.blogspot.com
0 Comments