୨୦.୦୨.୦୨୦
By madhabananda swain

ଜି ପବିତ୍ର ଜାଗର ବା ମହାଶିବରାତ୍ରି ସହରଠୁ ଗାଁ ଚାରିଆଡେ ଚଳଚଞ୍ଚଳ ଜାଗର ପାଇଁ    ପ୍ରତେକ ଶୈବପିଠରେ ଭୋର ୪ଟା ସମୟରେ ସବୁ ମନ୍ଦିର ଖୋଲା ଯାହା ଫଳରେ ଅଧିକ ଭକ୍ତମାନଙ୍କ ପରିଲିକ୍ଷିତ ହୋଇଥାଏ । ଏନେଇ ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ର ଧାନିଦିଆ ଗ୍ରାମର ଶୈବପିଠରେ ଧବଳେଶ୍ଵର ଭକ୍ତମାନଙ୍କର ଶୂଅ ଛୋଟିଛି । ଭଜନ କିର୍ତ୍ତନ ରେ ଭକ୍ତ ହୁଳ ହୁଳିରେ କରତାଳି ପ୍ରକମ୍ଫିତ ହୋଇଥିଲା  ଶୈବପିଠ । ଧାନଦିଆ  ଗ୍ରାମର  ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର

ପରିଡାଙ୍କ  ସହ ଗ୍ରାମର ମାନସ କୁମାର ଦାସ ଯାହାଙ୍କୁ ସମସ୍ତେ କବି ଲେଖକ ଏବଂ ଗିତୀକାର ବୋଲି ଜାଣନ୍ତି । ସେ ମଧ୍ୟ ସାଧୁବାଦ ଦେଇଛନ୍ତି ନିଜ ଗ୍ରାମ ତରଫରୁ ସଂଧ୍ୟ୍ୟା ସମୟରେ ଜାଗର ଜାଳିବା ପାଇଁ    ଭକ୍ତମାନଙ୍କ ଅଧିକରୁ ଅଧିକ ଭକ୍ତମାନଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ଦିନ ଦ୍ଵିପ୍ରହରରେ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି
 ତାହା ସହ ସଧ୍ୟା ସମୟରେ  ସନ୍ଥପଡାର ପାଲା ଗାୟକ ଶରତ ରାଉତଙ୍କ ପାଲା ପରିବେଷଣ କରିଥିଲେ ସନ୍ଧ୍ୟା ୬.ସମୟରେ  ଏଥିରେ ଧାନଦିଆର ପ୍ରତେକ ଗ୍ରାମବାସୀମାନେ ପାଲା ଉପଭୋଗ କରିଥିଲେ ।   । ତାହା ସହ ଚମ୍ଫାଦିଆ ଗ୍ରାମର ଶୈବପିଠ ବହୁତ ପୁରୁଣା ଭାବେ ଜଣାଶୁଣା ଶିବ ମନ୍ଦିର ସେଠାରେ ମଧ୍ୟ ପାଖା ପାଖି ଭକ୍ତମାନଙ୍କର ପରିଲିକ୍ଷିତ ହେବ ବୋଲି ଅନୁମାନ କରାଯାଉଛି । ଚମ୍ଫାଦିଆ ଗ୍ରାମ ପାଖା ପାଖି ଗ୍ରାମ ପଦିନି ବାଲିସାହିପାଟଣା ଭେଡିସାହି ପରି ଅନେକ ଗ୍ରାମ ର ଭକ୍ତମାନେ ଯୋଗଦେବାର ଅନୁମାନ କରାଯାଉଛି । ସନ୍ଧ୍ୟା
ସମୟରେ ଭଜନ ପୋଗ୍ରାମ ସହ ଆଧାତ୍ମିକ କାର୍ଯ୍ୟକ୍ରମ ହେବାର ଯୋଜନା ଅଛି ।ଏଠାରେ ସନ୍ଧ୍ୟା ସମୟରେ ଭକ୍ତମାନେ ଦ୍ଵିପ ଜାଳି ନିଜର ମନସ୍କାମନା ପାଇଁ

ଭକ୍ତମାନେ ଦ୍ଵିପ ଜାଳିଥାନ୍ତି । କିନ୍ତୁ ଏବର୍ଷ ଅଧିକ ଭକ୍ତ ମାନଙ୍କର ସମାଗମ ହେବ । ତାହା ସହ ବାରିଦିଆ ପୋଖରିଆ ଗ୍ରାମର ଶୈବପିଠ ବିଶ୍ଵଶ୍ଵରାୟ ଶିବ ମନ୍ଦିର ରେ ଭକ୍ତମାନଙ୍କର ପରିଲିଛିତ ହେବ  ବୋଲି ଅନୁମାନ କରାଯାଉଛି । ଗ୍ରାମର ମୁଖ୍ୟ ନାରାୟଣ ଭୂୟାଁ କହିଛନ୍ତି ଏବର୍ଷ ଅଧିକ ସଂଖ୍ୟାର ଭକ୍ତମାନେ ଶିବଙ୍କୁ
ଦର୍ଶନ କରିବାକୁ ଆସିବେ ବୋଲି ଅନୁମାନ କରିଛନ୍ତି । ଗୀତ ସହ ଭଜନ କିର୍ତ୍ତନ ରେ କମ୍ଫିତ ହୋଇଛି ଶୈବପିଠ ରାତି ୯ .୨୦ଟାରେ  ମହାଦୀପ ଉଠିବ ବୋଲି  ସୂଚନା ଦେଇଛନ୍ତି । ଗ୍ରାମର ମୁଖ୍ୟ ନାରାୟାଣ ଭୂୟାଁ  ସୋସିୟାଲ ନିୁୟୁଜ ଓଡିଆ ତରଫରୁ
ମହାଶିବରାତ୍ରି ତରଫରୁ ଆପଣଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଭଗବାନଙ୍କ ଆପଣଙ୍କର ମଙ୍ଗଳ କରନ୍ତୁ -ମାଧବାନନ୍ଦ ସ୍ଵାଇଁ ( Editor , Repoter & Ceo Of social news odia )