କାଳିଆ ଯୋଜନା ଓଡିଶା ସରକାରଙ୍କ କୃଷକମାନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି । ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ଯାନ୍ଯ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲ ଋତୁରେ ମୋଟ୍ ୨୫୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଚଳିତ ୨୦୧୮ -୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି।
୨୫,୦୦୦ଟଙ୍କାପ୍ରତି ପରିବାର ପାଇଁ ୫ଟି ଫସଲ ଋତୁରେ
ଏହିଠାରେ ଥ୍ରୀ ଡଟ୍ ଉପରେ କ୍ଲିକ କରିବେ ତାପରେ
ହିତାଧିକାରୀଙ୍କ ନାମ ଉପରେ କ୍ଲିକ୍ କରନ୍ତୁ ....
ତାପରେ ହିତାଧିକାରୀ ଅପସନରେ କ୍ଲିକ କରନ୍ତୁ ପରେ ପରେ ୍ର ପ୍ରଥମେ ନିଜ ଜିଲ୍ଲାର ନାମ ଦେବେ ତାପରେ ବ୍ଲକର ନାମ ଦେବେ ତାପରେ ଆପଣଙ୍କ ଗ୍ରାମ ପଞ୍ଚାୟତର ନାମ ଦେବେ ତାପରେ ଭିୟୁ ଉପରେ କ୍ଲିକ୍ କରନ୍ତୁ
୧ ପ୍ରଥମ...ଜିଲ୍ଲା
୨. ଦ୍ଵିତୀୟ..ବ୍ଲକ
୩.ତୃତୀୟ ...ପଞ୍ଚାୟତ
୪.ଚତୁର୍ଥ ଭିୟୁ ଉପରେ କ୍ଲିକ୍ କରନ୍ତୁ
ନିଜ ଜିଲ୍ଲାର ନାମ ଦେବେ ତାପରେ ନିଜ ବ୍ଲକର ନାମ ତାପରେ ଗ୍ରାମ ପଞ୍ଚାୟତ ପରେ ଭିୟୁ ଉପରେ କ୍ଲିକ୍ କରିବେ । ତାପରେ ପଡି ଏଫ ଫାଇଲର କିଛି ସିମ୍ବଲ ଆସିବ ତାପରେ କ୍ଲିକ୍ କରିବେ -- କିଛି କୋଡ ଆସିବ ସେ ଯେଉଁପରି ଲେଟର ଲେଖା ଯାଇଛି ସେହିପରି ଦେବେ ବାସ ତାପରେ ଆପଣଙ୍କ ସାମ୍ନାରେ ଯେତେ ଟି ପିଡି ଏଫ୍ ଫା ଇଲ ଥିବ ସେତେଟା ଅଲଗା ଅଲଗା କୋଡ ଥିବ ଧନ୍ୟବାଦ ସ୍କ୍ରିନ୍ ସଟ ସବୁ ଦେଇଛି ଦେଖିକି କରିନିଅନ୍ତୁ ଧନ୍ୟବାଦ ଜଦି ଏ ଆଟିକାଲ ପସନ୍ଦ ହେଇଥିବ ଆପଣଙ୍କ ସାଙ୍ଗ ସାଥିଙ୍କୁ ସେୟାର କରନ୍ତୁ ବୟସ୍କ ଲୋକମାନଙ୍କୁ ଜଣାନ୍ତୁ ।
...
...
...
....
.....😀
2 Comments
Very good madhab
ReplyDeletethank you
Delete