Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

08 may ଶୁକ୍ରବାର ର ସମସ୍ତ ଖବର



୦୮ମେଇ ଶୁକ୍ରବାର
By-M.N.SWAIN

୧- ଓଡିଶା ହାଇକୋର୍ଟ ନିର୍ଦେଶ ପରେ ବାତିଲ୍ ହେଲା ସୁରତରୁ ଓଡିଶା ଆସୁଥିବା ଟ୍ରେନ୍ ।

୨- ଆନ୍ଧ୍ରପ୍ରଦେଶର ବିସାଖାପାଟଣା ଏଲଜି ପ୍ରର୍ଲିମରୁ ଗ୍ୟାସ ଲିକ୍ ରେ ୧୧ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ହଜାର ହଜାର ଲୋକ ଏହି ବିଷାକ୍ତ ଗ୍ୟାସରେ ଆକ୍ରାନ୍ତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ସରକାର ମୃତ୍ୟକଙ୍କ ପରିବାରକୁ ୧କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ବୁଧବାର ରାତି ୨:୩୦ରେ ଲିକ୍ ହୋଇଥିଲା ଗ୍ୟାସ ।

୩-  ଆତଙ୍କବାଦୀ ରିଆଜର ମୃତ୍ୟୁ ପରେ ହିଜବଲର ସହଯୋଗୀି ଗିରଫ । ଜମ୍ମୁକଶ୍ମିରୀ ରୁ ପୋଲିସ୍ କମାଣ୍ଡରଙ୍କ ଦ୍ଵାରା ଗିରଫ ହୋଇଛି ।ଗିରଫ ହୋଇଥିବା ଆତଙ୍କବାଦୀର ନାମ ରକିମ ଆଲାମ୍ । ତାଙ୍କ ଗାଁ ସ୍ଵନ୍ଦ ଗାଁ ବୋଲି ଜଣାପଡିଛି । 

୪- ଆଗାମିଦିନରେ ଓଡିଶା ହେବ କରୋନା ହଟସ୍ପଟ୍ ରାଜ୍ୟ ଆକଳନ କଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ  । 

୫- ଓଡିଶା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧୫୫ ଆରୋଗ୍ୟ ଲାଭ କରିଛନ୍ତି ୬୨ ଜଣ ମୃତ୍ୟୁ ୨ଜଣଙ୍କର ହୋଇଛି ।

୬- ଆସନ୍ତାକାଲି ମହାରାଷ୍ଟ୍ର ର କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ନାସିକର ସତନପୁର ଅଞ୍ଚଳର ଗୋଟେ ଫ୍ୟାକ୍ଟିର୍ ରେ ଅଗ୍ନକାଣ୍ଡ ଘଟିଛି କୌଣସି ଲୋକମୃତାହତ ହୋଇନାହାଁନ୍ତି । 

୭- କରୋନା ଅବଧିକୁ ବଢାଇବା ପାଇ୍ଁ ପରାମର୍ଶ ଦେଲେ ରାଜ୍ୟ ସରକାରଙ୍କ ପରାମର୍ଶ ଦାତା ଡାକ୍ତର କେ.ଶ୍ରିନାଥ ରେଡ୍ଡୀ ।

୮-  ବ୍ୟାଙ୍କରେ ଟଙ୍କା ଉଠାଇବା ପାଇଁ ଅମାନିଆ ମାନୁନାହାଁନ୍ତି ସାମାଜିକ ଦୂରତା ଏଘଟଣା ସମସ୍ତ ବ୍ୟାଙ୍କରେ ଦେଖିବାକୁ ମିଳୁଛି ପ୍ରାୟ କେନ୍ଦ୍ରାପଡା ରାଜନଗର କେରଡାଗଡ ବ୍ୟାଙ୍କ ଅଫ ବରୋଦା  ଏବଂ ଆଳି ଅଞ୍ଚଳର ରାଜକନିକା ବ୍ୟାଙ୍କ ଅଫ ଇଣ୍ଡିଆ ଅଶୋକା ମାର୍କେଟ ରେ ଅସଂଖ୍ୟ ଲୋକ ଏକାସାଥିରେ ଟଙ୍କା ଉଠାଇବା ପାଇଁ ଭିଡ ଜମାଉଛନ୍ତି । ନା ଅଛି ମୁହଁରେ  ଅଛି ମାସ୍କ ରମୁାଲ ନାଁ ଅଛି ସାମାଜିକ ଦୂରତା ସରକାରଙ୍କ ଗରିବ କଲ୍ୟାଣ ମାଧ୍ୟମରେ ୫୦୦ଟଙ୍କା ଉଠାଇବା ପାଇଁ ପରିଲିକ୍ଷିତ ହୋଇଛି ଏହିପରି ଭିଡ ଏହି ସମାନ ଅବସ୍ଥା କେରଡାଗଡ ବ୍ୟାଙ୍କ ଅଫ ବରୋଦାରେ ମଧ୍ୟ ଲୋକମାନେ ଭିତରେ ଅଧିକରୁ ଅଧିକ ଲୋକ ପସି ସାମାଜିକ ଦୂରତା ଭୁଲି ଟଙ୍କା ଉଠାଉଛନ୍ତି ।

୯- ରଥ ନିର୍ମାଣ କରିବାକୁ ମିଳିଛି ସବୁଜ ସଙ୍କେତ । କିନ୍ତୁ ରଥଯାତ୍ରା କିପରି ହେବ ଜଗନ୍ନାଥଙ୍କୁ ସ୍ନାନ କରାଇବା ପାଇଁ ଅତି କମ୍ ରେ ୨୫୦ଲୋକ ଙ୍କ ଆବଶ୍ୟକ ଅଛି ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ନୁହେଁ । 

୧୦-  ଭାରତରେ  ଜୁନ୍ ଜୁଲାଇ ବେଳକୁ ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ପୂର୍ବାନୁମାନ କରିଛି ଏମ୍ସ ନି୍ର୍ଦେଶକ ରଣଦୀପ ଗୁଲେରିଆ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୯୫୩ରେ ପହଞ୍ଚିଛି । ୩୫୯୦୨ଜଣ ଚିକିତ୍ସା ହେଉଛିନ୍ତି ।୧୫୨୬୭ଜଣ ଆରୋଗ୍ୟଲାଭ କରିଛନ୍ତି । ୧୭୮୩ଜଣଙ୍କର ମୃତ୍ୟୁ ଘଟିଛି । 

୧୧- ଭୁବନେଶ୍ଵ ରେ ପୁଣି ଥରେ ୩ଜଣ କରୋନା ପଜୋଟିଭ୍ ଚିହ୍ନଟ ହୋଇଛନ୍ତି ।

୧୨- ଆଉ ୨୬କରୋନା ପଜୋଟିଭ୍ ଚିହ୍ନଟ ୨୪୫ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।   ଗ

Post a Comment

0 Comments