୨୩-୧୦-୨୦୨୨

Editor- Madhabananda swain


ଆଜି ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ବାରୁଅ ଜଙ୍ଗଲ ମଧ୍ୟ ଏକ ଘରେ ଜମ୍ବୁମେରାଇନ ଥାନା ରାମନଗର ପଞ୍ଚାୟତ ବାହାକୁଟ  ଗ୍ରାମର ୨୪ବର୍ଷୀୟ ଯୁବକ  ସୁଜୟ  ମିର୍ଦ୍ଧାଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି  । ଯୁବକ ଜଣଙ୍କ ରାଜନଗରର ସୁନ୍ଦରୀପାଳରେ ମାଛ ବେପାର କରୁଥିଲେ ବୋଲି ସୂଚନା ମିଳିଛି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି