29-12-2020
kendrapara
ରାଜନଗର
କେନ୍ଦ୍ରାପଡାର ରାଜନଗର ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନିତି ହେଉଥିବା ଅଭିଯୋଗ ନେଇ। ରାଜନଗର ଭାରତୀୟ ଜନତାପାର୍ଟି ତରଫରୁ ରାଜନଗର ବ୍ଲକ ଘେରାଉ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରକୁ ବିଜୁ ପକ୍କାଘର ଷ୍ଟିକର ମାରୁଥିବା ଅଭିଯୋଗ କରିଥିଲେ । ଏହି ପରି ଦୁର୍ନିତିକୁ ଜଦି ବନ୍ଦ ନକରାଯାଏ ତାହେଲେ ଏହି ଆନ୍ଦୋଳନକୁ ତିବ୍ରତର କରିବାକୁ ଚେତାବନି ଦେଇଛି ରାଜନଗର ଭାରତୀୟ ଜନତାପାର୍ଟି । ଏନେଇ ରାଜନଗର ବିଡିଓ ମନ୍ଦରଧର ମହାଳିକଙ୍କୁ ଙ୍କୁ ଦାବିପତ୍ର ଦେବା ପାଇଁ ଆଣିଥିଲା ବିଜେପି କିନ୍ତୁ ଦୁଃଖର ବିଷୟ ବିଡିଓ ଅନୁପସ୍ଥିତ ଥିଲେ । ଯାହା ଫଳରେ ରାଜନଗର ତହସିଲଦାର ଭୋଳାନାଥ ସେଠୀ ଏହି ଦାବିପତ୍ର ଗ୍ରହଣ କରିଥିଲେ । ବିଜେପି ଅଭିଯୋଗ କରିଛି ଗତକାଲି ବଜେପି ତାର
ପ୍ରତିବାଦର ଆନ୍ଦୋଳନ କରିବ ବୋଲି ସୂଚନା ଦେଇଥିଲେ କିନ୍ତୁ ରାଜନଗର ବିଡିଓ ଅନୁପସ୍ଥିତ ଥିଲେ । ବିଜେପି ରାଲି କରିସାରିବାର ୫ମିନିଟ ପରେ ରାଜନଗର ବିଡିଓ ପହଞ୍ଚିଥିଲେ । ଏନେଇ ଆମ ଗଣମାଧ୍ୟମ ପ୍ରତିନିଧି ବିଡିଓଙ୍କୁ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରିବାରୁ ସେ କୌଣସି ପ୍ରତିକ୍ରିୟା ନଦେବାକୁ ସମ୍ଫୁର୍ଣ୍ଣ ମନା କରିଥିଲେ । ଏ ରାଜନଗର ବିଡିଓ କଣ କହୁଛନ୍ତି ଆସୁନ୍ତୁ ଟିକେ ନଜର ପକାଇବା । ଏଠି ପ୍ରଶ୍ନ ଉଠୁଛି ଗଣମାଧ୍ୟମର ପ୍ରତିନିଧିଙ୍କୁ ଏତେ ଭୟ କାହିଁକି ରାଜନଗର ବିଡିଓ ମନ୍ଦର ମହାଳିକଙ୍କର କାହା ଚାପରେ ରାଜନଗର ବିଡିଓ ଏଠି ପ୍ରଶ୍ନ ଉଠୁଛୁ ବିଡିଓ କହୁଛନ୍ତି ମୁଁ କାହାକୁ ବାଇଟ୍ ଦିଏନି । ରାଜନଗରରୁ ମାଧବ ସ୍ଵାଇଁ ଏବଂ ପ୍ରମୋଦ ଜେନା ଙ୍କ ରିପୋର୍ଟ SOCIAL NEWS ODIA
0 Comments