୧୧-୧୦-୨୦୨୨

€ditor- Madhabananda swain

ଆଜି ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତରେ ପାଟ୍ଟନାଳି ନଦୀର ପୁନଉଦ୍ଧାର କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ   ରାଜନଗର ବିଧାୟକ ଧୃବ ସାହୁ କରିବା ସହ  ସହ ଜନ ସମ୍ଫର୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ



 ବ୍ଲକର ଅଧ୍ୟକ୍ଷା ପ୍ରତିଭା ପାତ୍ର ଜିଲ୍ଲାଉପାଧ୍ୟକ୍ଷ ଅଶୋକ କୁମାର ପତିହାରୀ କଟକ ସମବାୟ ସମିତିର ଅଧ୍ୟକ୍ଷ ଅରୁଣ କୁମାର ସାହୁ ବ୍ଲକର ଉପାଧ୍ୟକ୍ଷ ଗଣେଶ କୁମାର ଗୁଡିଆ ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ  ବାଲିସାହିପାଟଣା ପଞ୍ଚାୟତର ସମିତି ସଭ୍ୟ ପ୍ରଶାନ୍ତ କୁମାର ରାଉତ   ଙ୍କ ସହ ବହୁ ମାନ୍ୟଗନ୍ୟବ୍ୟକ୍ତି ମାନେ ଯୋଗଦେଇଥିଲେ