25.10.2022

Editor- Madhabananda swain


ଆଜି ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ସ୍ଥିତ ମା ମାଟିଆ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ  ଅନୁଷ୍ଠିତ  ହୋଇଥିଲା ଏଥିରେ ରାଜନଗର ଅଞ୍ଚଳର ବିଭିନ୍ନ ସମସ୍ୟାର କିପରି  ଲୋକାଲୋଚନକୁ ଆସି ପାରିବ ଏନେଇ ଆଲୋଚନା କରାଯାଇଥିଲା 


ସଭାପତି ସୁକାନ୍ତ ବେହେରା ସମ୍ଫାଦକ ଅଜୟ କୁମାର ପାତ୍ର କୋଷାଧ୍ୟକ୍ଷ ନୟନାନ ନ୍ଦ ବେହେରା  ସାମ୍ବାଦିକ ପର୍ଶୁରାମ ସ୍ବାଇଁ ରମାକାନ୍ତ ସ୍ବାଇଁ ମାଧବାନନ୍ଦ ସ୍ଵାଇଁ ନିଶିକାନ୍ତ ବଳ ପ୍ରମୋଦ କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ