Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ରାଜ୍ୟରେ ବଢ଼ିବ ତାତି,ଅସହ୍ୟ ହେବ ଗ୍ରୀଷ୍ମ ଲହରୀ; ରାଜ୍ୟରେ ତାତି ବଢ଼ୁଥିବା ବେଳେ କେତେକ ଜିଲ୍ଲାରେ ଦିନର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି - ୧୬ ତାରିଖରୁ ରାଜ୍ୟରେ ବଢ଼ିବ ତାତି,ଦିନ ୧୧ଟାରୁ ୩ଟା ଗଡ଼ିବନି ବସ୍ ।
ପୌର ନିର୍ବାଚନ ପ୍ରକାଶ ପାଇଲା ଚୂଡାନ୍ତ ତାଲିକା; କଟକ ସିଏମସି (CMC) ପାଇଁ ସହରର ୫୯ ଟି ୱାର୍ଡରେ ୨୫୬ ଜଣ କର୍ପୋରେଟର ପ୍ରାର୍ଥୀ ଓ ୧୬ ଜଣ ମେୟର ପ୍ରାର୍ଥୀ ମାନଙ୍କ ନାମ ପ୍ରକାଶ ପାଇଛି ।
ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା; ବିପଦରେ ପଡ଼ିଥିବା ରୋଗୀଙ୍କୁ ରକ୍ତଦାନ କରି ମହାନତାର ମସିହା ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ 'ଦେବାଶିଷ ନାୟକ' ।
ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା; ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ନାଇଜର କ୍ୟାମ୍ପସ୍ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ, ଛାତ୍ରୀ ଜଣକ ମାନସିକ ଚାପରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପିଲାଙ୍କୁ ଦିଆଯିବ କରୋନା ଟିକା; ମାର୍ଚ୍ଚ ୧୬ରୁ ୧୨ ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା ଦିଆଯିବ,କାରଣ ପିଲା ସୁରକ୍ଷିତ ତ ଦେଶ ସୁରକ୍ଷିତ - କେବଳ ୧୨ରୁ ୧୪ ବର୍ଷ ପିଲା ନୁହେଁ ବରଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ ନେଇପାରିବେ ।