Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଜୀବନ୍ତ ବୋମା ଉଦ୍ଧାର: ମାଓବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ବିଏସ୍‌ଏଫ୍‌ ଯବାନ - ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ପୋତି ଥିବା ଟିଫିନ୍ ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ କରିଛନ୍ତି ଯବାନ ।
ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ: ୧୯ ଜଣ ଇନ୍ସପେକ୍ଟରଙ୍କୁ ଜିଲ୍ଲାପାରି ବଦଳି, ୧୧୨ ଜଣ ସବ୍ ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି, ସେହିଭଳି ୧୯ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀଙ୍କୁ ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାକୁ ପଦୋନ୍ନତି ।
ପୋଲିସ କବଜାରେ ଠକ: ବିଭିନ୍ନ ଲୋକଙ୍କୁ ମିଠାମିଠା କଥା କହି ତାଙ୍କୁ ପ୍ରଲୋଭନ ଦେଖାଇ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ପର୍ଯ୍ୟାୟ କ୍ରମେ କୋଟି କୋଟି ଟଙ୍କା ଠକିନେବା ଅଭିଯୋଗରେ ଜିତେନ୍ଦ୍ର ସିଂ ନାମକ ଜଣେ ଠକ ଗିରଫ
୨୦ ପ୍ରତିଶତ ଶସ୍ତା ହେବ ମଦ: ମଦକୁ ନେଇ ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି, ଆସନ୍ତା ମାସଠାରୁ ୨୦ ପ୍ରତିଶତ ଶସ୍ତା ହେବ ମଦ - ମାନ୍ଦାବସ୍ଥା ଦେଇ ଗତି କରୁଥିବା ସରକାରକୁ ଏହି ବ୍ୟବସ୍ଥା ଲାଗୁ ପରେ କିଛି ଲାଭ ମିଳିପାରେ ।
ଟ୍ରାକ୍ଟର ଜବତ୍: ବେଆଇନ୍ ବାଲି ଚାଲାଣ, ତହସିଲ୍ ପକ୍ଷରୁ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ୍, ସ୍ଥାନୀୟ ତହସିଲଦାର ଏବଂ ଇନଫୋର୍ସମେଣ୍ଟ ଦଳ ପକ୍ଷରୁ ଚଢ଼ାଉ -ସୂଚନା ତହସିଲଦାର ଡ଼ାକ୍ତର ପୁଷ୍ପାଞ୍ଜଳି ପଣ୍ଡା ।