ତାରିଖ/- ୨୫-୦୮-୨୦୨୦
Editor - ଶ୍ରିନିବାସ ରାଉତ
ବଢିବାରେ ଲାଗିଛି ଆଳୁ ଦର । ବଜାରରେ ଆଳୁ କେଜି ୩୫ଟଙ୍କା ରହିଛି । ଲଗାଣ ବର୍ଷା ଯୋଗୁ ବଜାରକୁ ଆଳୁ ଯୋଗାଣରେ ବାଧାପ୍ରାପ୍ତ ହେଉଛି । ଫଳରେ କୁଇଣ୍ଟାଲ ପିଛା ୨୩ଶହରୁ ୨୬ଶହ ଟଙ୍କା ବୃଦ୍ଧି ପାଇଛି । ଆଳୁ ସହ ପୁଣି ବଜାରରେ ବଢିଛି ତେଜରାତି ସାମଗ୍ରୀ । ଡାଲି, ତେଲ ଭଳି ସମସ୍ତ ସାମଗ୍ରୀ ଦର ବୃଦ୍ଧି ପାଇଛି । ପନିପରିବା ଦର ମଧ୍ୟ ବଢିବାରେ ଲାଗିଛି ।


0 Comments