ତାରିଖ/-୨୭-୦୮-୨୦୨୦
ମୌସୁମୀ ଓ କରୋନା ଯୋଗୁଁ ପନିପରିବା ଦାମ ଆକାଶ ଛୁଆଁ ହୋଇଛି ପନିପରିବା ଭିତରେ ରାଜା କୁହାଯାଉଥିବା ଏବଂ ସବୁଠାରୁ ଅଧିକ ଆବଶ୍ୟକୀୟ କୁହାଯାଉଥିବା ଆଳୁ ମଧ୍ୟ ମହଙ୍ଗା ହୋଇଛି ଆଳୁ ଦାମ ବୃଦ୍ଧି ପାଇଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢିଯାଇଛି ଦେଶର ଅନେକ ସହରରେ ଆଳୁ କିଲୋ ୪୦ ଟଙ୍କାରୁ ଅଧିକ ରହିଛି ଯେପର୍ୟ୍ୟନ୍ତ ବଜାରକୁ ନୂଆ ଆଳୁ ନ ଆସିଛି ସେପର୍ୟ୍ୟନ୍ତ ଆଳୁ ଦାମ କମ ହେବନାହିଁ
ଅନେକ ସହରରେ ଆଳୁ କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି ଜ୍ଟିଏ ମାସରେ ଆଳୁ ଦାମ ଡବଲ ହୋଇଛି କାରଣ ଆଳୁ ଶୀତଳ ଭଣ୍ଡାରରୁ ଆସୁଛି ଜ୍ଝ ନୂଆ ଆଳୁ ଆସିବା ପରେ ହିଁ ଦାମ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ପଞ୍ଜାବରେ ଅକ୍ଟୋବର ମାସରୁ ଆଳୁ ବାହାରିବା ଆରମ୍ଭ ହୋଇଥାଏ ଉତ୍ତର ପ୍ରଦେଶରେ ଆଳୁ ନଭେମ୍ବର ମାସରୁ ବାହାରିଥାଏ
ଆଳୁ ଦାମ ବୃଦ୍ଧି ପାଇବା ସହ ଅନ୍ୟ ପନିପରିବା ଦାମ ମଧ୍ୟ ବୃଦ୍ଧି ପାଇଛି ରାଜଧାନୀ ଦିଲ୍ଲୀରେ ଆଳୁ କିଲୋ ପ୍ରତି ୪୦-୪୨ ଟଙ୍କା ଥିବାବେଳେ, ମାୟନଗରୀ ମୁମ୍ବାଇରେ ୪୨-୪୫ ଟଙ୍କା ରହିଛି ଜ୍ଝ ଅହମଦାବାଦରେ ୪୦-୪୨ ଟଙ୍କା ଥିବାବେଳେ ନାସିକରେ ୪୩ ଟଙ୍କା ରହିଛି ।
ଶ୍ରୀନିବାସ ରାଉତ ( ସାମ୍ବାଦିକ )
୯୪୩୯୮୮୩୧୬୫


0 Comments