Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟିତ ହେଲା ହଂସପାଳ ବ୍ରିଜ।

 


ତାରିଖ/-୦୯-୧୦-୨୦୨୦

Editor by/- Srinibash Rout


ଗତକାଲି ( ୦୮-୧୦-୨୦୨୦) ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଙ୍କ କରକମଳ ରେ ବହୁ ପ୍ରତିକ୍ଷୀତ ହଂସପାଳ ଫ୍ଲାଏଓଭର୍ ବ୍ରିଜ୍ ପ୍ରକଳ୍ପ ର ଶୁଭାରମ୍ଭ ନିମନ୍ତେ ଭୂମିପୂଜନ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ବାରା ଜୟଦେବ ନିର୍ବାଚନ ମଣ୍ଡଳୀ, ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ, କଟକ ଜିଲ୍ଲା ର ଜନସାଧାରଣ ମାନେ ବହୁ ମାାତ୍ର ରେ ଉପକୃତ ହୋଇପାରିବେ।


ବହୁ ଦିନ ର ଅଭିଯୋଗ କେନ୍ଦ୍ର କରି ପ୍ରକଳ୍ପ କୁ ସଫଳ ରୂପାୟନ କରାଇଥିବାରୁ ସ୍ଥାନୀୟ ଜନସାଧାରଣ ସାଂସଦ ମହୋଦୟା ଙ୍କୁ କୃତଜ୍ଞତା ଜଣାଇଛନ୍ତି।କରନା ଲକଡାଉନ ଫିଟିବା ପରେ ଆଜି ଏହି ଉଦଘାଟନ କରାଯାଇଛି।


www.socialnewsodia.info

Post a Comment

0 Comments