29/12/2020
ନୂଆଦିଲ୍ଲୀ 📍
Editor by/- Srinibash Rout
ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ଆର୍ସି, ପର୍ମିଟ, ଫିଟ୍ନେସ୍ ସାର୍ଟିଫିକେଟ ଆଦି ଗାଡ଼ି କାଗଜପତ୍ରର ବୈଧତାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନଙ୍କର କାଗଜପତ୍ର ବୈଧତା ୨୦୨୦ ଫେବୃୟାରୀରୁ ଶେଷ ହୋଇଥିବ କିମ୍ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବାକୁ ଥିବ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଆଡଭାଇଜରି ଜାରି କରାଯାଇଛି।
WWW.SOCIALNEWSODIA.INFO
0 Comments