26/01/2021
Editor by/- Srinibash Rout
୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆପଣ ସମସ୍ତଙ୍କୁ SOCIAL NEWS ଓଡ଼ିଆ ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ।ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ,ଗଣତନ୍ତ୍ର ପ୍ରତିଷ୍ଠାତା ଓ ଅମର ଯବାନଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳୀ।ସମ୍ବିଧାନ ପ୍ରତି ଥିବା କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନକୁ ବଜାୟ ରଖିବା ଏହା ଆମ ସମସ୍ତଙ୍କର କାର୍ଯ୍ୟ ହେଉ।
WWW.SOCIALNEWSODIA.INFO
0 Comments