୨୬-୦୧-୨୦୨୧
ମାଧବାନନ୍ଦ ସ୍ଵାଇଁ
ଆଜି ହେଉଛି ୭୨ତମ ସାଧାରଣ ତନ୍ତ୍ର ଦିବସ ଏହି ଉପଲକ୍ଷେ ଆଜି ସକାଳ ୮.୩୦ମିନିଟ୍ ସମୟରେ ଗାନ୍ଧିମାର୍ଗ ଠାରେ ହେଉଥିଲା ଏଥିରେ ରାଜ୍ୟପାଳ ଗଣେଶି ଲାଲ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଉପସ୍ଥିତି ରହିଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଗାନ୍ଧିମାର୍ଗରେ ପହଞ୍ଚିଥିଲେ ।ତାହାର କିଛି ସମୟପରେ ରାଜ୍ୟପାଳ ଗଣେଶି ଲାଲ୍ ପହଞ୍ଚିଥିଲେ । ରାଜ୍ୟପାଳ ଗଣେଶି ଲାଲ୍ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । । ୧୪କଣ୍ଟିନଜେଣ୍ଟ ଏଥିରେ ଭାଗ ନେଇଥିଲେ ଏଥିରେ ଜନସାଧାରଣଙ୍କୁ ଉପସ୍ଥିତିକୁ ବାରଣ କରାଯାଇଥିଲା ତାହା ସ୍କୁଲ୍ ପିଲାଙ୍କୁ ମଧ୍ୟ ବାରଣ କରାଯାଇଥିଲା । ଗାନ୍ଧିମାର୍ଗକୁ ସମ୍ଫୁର୍ଣ୍ଣ ଭାବେ ପୋଲିସ ଫୋର୍ସ ଦ୍ଵାରା ଆବଦ୍ଧ କରାଯାଇଥିଲା ।
0 Comments