Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡେ



 ଏକଲା ସମୟରେ ହଠାତ କାହା କଥା ମନ ପଢ଼ିବା ! କାନ ପାଖରେ କାହା ଧ୍ବନୀ ଗୁଞ୍ଜରିତ ହେଲା । ପବନ ତ ସହିପରି ଥାଏ କିନ୍ତୁ କାହା କଥା ଅଚାନକ ମନେପଡିଲେ ସେହି ପବନଟି ସୃଣ କରିବା ଅନୁଭୂତି ସତ ରେ ନିଆରା ! ମୋବାଇଲରେ ନିଜର ହୃଦୟସ୍ପର୍ଶୀ ଗୀତ ଶୁଣିଥିଲେ କିମ୍ବା ଦେଖୁଥରେ ଅଚାନକ ମେସେଜ ତାଙ୍କ ପାଖକୁ ଫର ର୍ଡ କରିକ। ଘରେ ନିଆରା । ବାରମ୍ବାର କାହା କଥା ମନ ପଢିବା ସତର ନିଅରା । ଅଚାନକ ହସିବା । ଆକାଶକୁ ଚାହିଁଲେ ଆକାଶରେ ଉଡିବାକୁ ଇଚ୍ଛା ହୁଏ ଏ ସବୁ ଅର୍ଥ କଣ ଭଲ ପାଇନା। ସବୁ ଯେପରି ତାଙ୍କ ବିନା ଅଧୁରା ଏହାର ଅର୍ଥ । ମୁଁ ବୁଝିପାରେ ଏହାକୁ କଣ ଭଲ ପାଇବା କହିବା । ନାଁ ତଳ ପଛର ପତି ନିଜର ଭଲ ପାଇବାକୁ ଜାହିର କରିବା ଏହାକୁ କଣ ଭଲ ପାଇବ। କହିବା ! ଏଠି ଗୋଟେ ପୁଅର ଅର୍ଥ ଦେଖୁ ତାର ଭାଲେଣ୍ଟାଇନ ଅନୁମାନ କରାଯାଇପାରେ । କିନ୍ତୁ ଗୋଟେ ଝିଅର ଭଲ ପାଇବା ତାର ବ୍ୟବହାର ରୁ ଜଣା ପଡିଥାଏ । ଛାଡନ୍ତୁ ସେ କଥା ଆଜି ହେଉଛି ପ୍ରେମ ଦିବସ ମାନ ଭାଲେଶ୍ବାଇନ୍ ବେ ଏହି ପ୍ରମ ଦିବସ ରେ ପ୍ରେମକୁ ଜୟ କରିବା ନିଳର ଭାଲେଣ୍ଟାଇନକୁ ସାରା ଜୀବନ ଖୁସିର ରଖୁନାକୁ କଥା ଦବ। କକଳ ଗୋଟେ ଦିନକୁ ଘୁମ ଦିବସ ଭାବେ ପାଳନ କରିଚ। ଆଉ ସବୁ ଦିନକୁ ଅତି କଳା କରିବ। ଭାଲେଶ୍ବାଇନ୍ ର କିଛି ମୂଲ୍ୟ ନଥାଏ ।

Post a Comment

0 Comments