27/02/2021
Editor by/- Srinibash Rout
✈️ମହାମାରୀର ପ୍ରକୋପ ଏଭଳି ରହିଛି ଯେ, ଇତିମଧ୍ୟରେ ବର୍ଷେ ବିତିଯାଇଥିବା ସତ୍ତେ୍ୱ ନିକଟ ଭବିଷ୍ୟତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣର କୌଣସି ସମ୍ଭାବନା ନାହିଁ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ( ୨୬/୦୨/୨୦୨୧ )ଏକ ବିଜ୍ଞପ୍ତି ଜାରି କରି ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣାକୁ ସମ୍ପ୍ରସାରଣ କରିଛି । ତେବେ ଅନ୍ତର୍ଜାତୀୟ କାର୍ଗୋ ଅପରେସନ ଉପରେ ଏହା ଲାଗୁ ହେବ ନାହିଁ ।
socialnewsodia.info
0 Comments