10/02/2021
କଟକ 📍
Chief reporter & Editor /- Srinibash Rout
ଉଲ୍ଲେଖଯୋଗ୍ୟ; ଗତ ୨ ତାରିଖରେ ସନ୍ ହସ୍ପିଟାଲରେ ଲାଗିଥିଲା ଭୟଙ୍କର ନିଆଁ ।
ସାମୟିକ ଭାବେ ବନ୍ଦ ହେଲା ଘରୋଇ ସନ ହସ୍ପିଟାଲ । ନିତି ନିୟମ , ଆଇନ୍ କାନୁନ୍ ଉଲ୍ଲଘଂନ କରି ମେଡିକାଲ କରାଯାଇଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାମୟିକ ବନ୍ଦ ହୋଇଛି ସନ୍ ହସ୍ପିଟାଲ । ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ କଜ୍ ନୋଟିସ ହୋଇଥିଲା । ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ବନ୍ଦ କଲା ପ୍ରଶାସନ । ସାମୟିକ ବନ୍ଦ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି ।
WWW.SOCIALNEWSODIA.INFO
0 Comments