25/02/2021
Editor by/- Srinibash Rout
୫ ମାର୍ଚ୍ଚ – ମାର୍ଚ୍ଚ ୫ ତାରିଖ ରେ ଚାପଚର କୁଟ ପଡୁଛି l ଏହିଦିନ ମିଜୋରାମରେ ସବୁ ବ୍ୟାଙ୍କ ବନ୍ଦ ରହିବ l
୧୧ ମାର୍ଚ୍ଚ – ୧୧ ମାର୍ଚ୍ଚରେ ଶିବରାତ୍ରି ପଡୁଥିବାରୁ ଦେଶର କେତେକ ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ l
୧୩ ମାର୍ଚ୍ଚ – ମାସର ଦ୍ଵିତୀୟ ଶନିବାର ହୋଇଥିବାରୁ ୧୩ ମାର୍ଚ୍ଚ ବ୍ୟାଙ୍କ ବନ୍ଦ ରହିବ l
୧୪ ମାର୍ଚ୍ଚ – ଏହିଦିନ ରବିବାର ପଡୁଥିବା ହେତୁ ବ୍ୟାଙ୍କ ଗୁଡିକ ସାପ୍ତାହିକ ଅବକାଶ ରହିବ l
୧୫ ମାର୍ଚ୍ଚ – ମାର୍ଚ୍ଚ ୧୫ ତାରିଖ ଦିନ କିଛି ବ୍ୟାଙ୍କ ସଂଗଠନ ଷ୍ଟ୍ରାଇକ କରିବାର ଘୋଷଣା କରିଛନ୍ତି l
୨୧ ମାର୍ଚ୍ଚ – ରବିବାର କାରଣରୁ ୨୧ ତାରିଖ ବ୍ୟାଙ୍କ ବନ୍ଦ ରହିବ l
୨୨ ମାର୍ଚ୍ଚ – ୨୨ ମାର୍ଚ୍ଚ ବିହାର ଦିବସ ହୋଇଥିବା କାରଣରୁ ବିହାର ରାଜ୍ୟରେ ଦୁଇଦିନ ଲଗାତାର ବ୍ୟାଙ୍କ ବନ୍ଦ ରହିବ l
୨୭ ମାର୍ଚ୍ଚ – ମାସର ଚତୁର୍ଥ ଶନିବାର ହୋଇଥିବା କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ l
୨୮ ମାର୍ଚ୍ଚ – ଏହିଦିନ ରବିବାର ପଡୁଥିବା ହେତୁ ବ୍ୟାଙ୍କ ବନ୍ଦ ରହିବ l
୨୯ ଓ ୩୦ ମାର୍ଚ୍ଚ – ମାର୍ଚ୍ଚ ୨୯ ଓ ୩୦ ହୋଲିପର୍ବ ପଡୁଥିବା ହେତୁ ବ୍ୟାଙ୍କ ବନ୍ଦ ରହିବ l
social news odia.info
0 Comments