21/02/2021


Editor by/- Srinibash Rout

- ମାସ୍କ ବ୍ୟବହାର, ସାମାଜିକ ଦୂରତା , ସାନିଟାଇଜ ଉପରେ ଗୁରୁତ୍ୱ  

- ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନ, କାର୍ଯ୍ୟାଳୟରେ କୋଭିଡ୍ ନିୟମ କଡାକଡି ହେବ 

- ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ 

- ବଜାର, ହାଟରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯିବ 

- ନିୟମ ପାଳନ ଉପରେ ସବୁ କାର୍ଯ୍ୟାଳୟ, ଅନୁଷ୍ଠାନ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ 

- ବିବାହ, କ୍ରୀଡା, ସାଂସ୍କୃତିକ ଉତ୍ସବ ଅନୁମତି ଥିଲେ ବି କୋଭିଡ୍ ନିୟମ ମାନିବେ

- ଅଙ୍ଗନୱାଡି ଓ ସମସ୍ତ ଶିକ୍ଷାନୁଷ୍ଠାନରେ ବିଶୋଧନ ଉପରେ ଗୁରୁତ୍ବ 

- ସ୍କୁଲରେ ଥର୍ମାଲ ସ୍କାନିଂ, ହ୍ୟାଣ୍ଡୱାସ, ସାନିଟାଇଜ ଉପରେ ଗୁରୁତ୍ବ ଦିଆଯିବ


socialnewsodia.info