22/02/2021
ନେମାଳ/କଟକ 📌
Chief Reporter & Editor/- Srinibash Rout
ଆସନ୍ତା ୨୩/୨/୨୦୨୧ ରିଖ ମଙ୍ଗଳବାର ମାଳିକା ର ସଷ୍ଠା ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ସ୍ବନ୍ନକ୍ଷେତ୍ର ଉତ୍ସବ ହେବାକୁ ଥିବା ବେଳେ ଦୀର୍ଘ ମାସ ଧରି ମହାମାରୀ କରୋନା ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇ ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର 🎓ପୀଠ ଜନଗହଳିପୂର୍ଣ୍ଣ ନକରିବାକୁ ମହାମାରୀ Covid-19 ନିୟମ ମାନିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିବା ସହିତ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ସହଯୋଗ ରେ ୨୨ତାରିଖ ( ସୋମବାର ) ସନ୍ଧ୍ୟା ୬ ଟା ଠାରୁ ୨୪ ତାରିଖ ( ବୁଧବାର ) ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୀଠ ପରିସର ପୀଠ ନିକଟସ୍ଥ ୨୦୦ମିଟର ପରିଧି ଅଞ୍ଚଳରେ ୧୪୪ ଧାର ଲାଗୁ କରାଯାଇଛି ।
socialnewsodia.info
0 Comments