( ଓଡ଼ିଶା ଲୋକସେବା ଆୟୋଗ ) ଅଧ୍ୟକ୍ଷ ପଦବୀରେ ।
02/02/2021
Editor by/- Srinibash Rout
୧୯୮୮ ବ୍ୟାଚ୍🏅 ବରିଷ୍ଠ I.P.S ଅଫିସର ସତ୍ୟଜିତ ମହାନ୍ତି ଆସନ୍ତା ଅଗଷ୍ଟ ମାସରେ ଚାକିରି ଜୀବନକାଳରୁ ଅବସର ନେଇଥାନ୍ତେ । କିନ୍ତୁ ଅବସର ପୁର୍ବରୁ ବଡ଼ ପଦବି । ବର୍ତ୍ତମାନ ଅଫିସର ସତ୍ୟଜିତ ମହାନ୍ତି ଓଡ଼ିଶା ହୋମଗାର୍ଡ ଓ ଅଗ୍ନିଶମ ସେବାର D.G ଅଛନ୍ତି ।
ସୋମବାର ( ୦୧/୦୨/୨୦୨୧ ) ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ବରିଷ୍ଠ I.P.S OFFICER ସତ୍ୟଜିତ ମହାନ୍ତିଙ୍କୁ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । Officer ସତ୍ୟଜିତ ମହାନ୍ତି ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ ।
WWW.SOCIALNEWSODIA.INFO
0 Comments