24/02/2021


କଟକ 📌


Chief Reporter & Editor/- Srinibash Rout

KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରନ୍ତୁ।KYC ଅପଡେଟ୍ ନେଇ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ । ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ ପାଇଁ କୁହନ୍ତି ନାହିଁ ବୋଲି ବୋଲି କୁହାଯାଇଛି ।



socialnewsodia.info