15/02/2021


ନୂଆଦିଲ୍ଲୀ📍


Editor by/- Srinibash Rout

ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ରବିବାର (୧୪/୦୨/୨୦୨୧) ମଧ୍ୟ ରାତ୍ରରୁ ରାଷ୍ଟ୍ରୀୟ ରାଜଧାନୀରେ ନୂଆ ଦର ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ବର୍ଦ୍ଧିତ ଦର କେବଳ ରାଜଧାନୀ ଦିଲ୍ଲୀ ଲାଗି। ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଓଜନର ସବସିଡାଇଜଡ୍ ଗ୍ୟାସ ସିଲଣ୍ଡର ପିଛା ଦର ୭୬୯ଟଙ୍କାରେ ପହଞ୍ଚିବ।


SOCIALNEWSODIA.INFO