Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୨୨ ବର୍ଷ ପରେ ଅପରାଧୀକୁ ବାନ୍ଧି ବିଚାର ବିଭାଗୀୟ ହାଜତକୁ ପଠାଇଲା କମିଶନରେଟ୍ POLICE; ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲା ।

 



୨୩/୦୨/୨୦୨୧


ବାରଙ୍ଗ/କଟକ📌


Chief reporter & Editor/- Srinibash Rout

ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ଜାଗାରେ କାର୍‌ ଭିତରେ ୩ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ୯ ଜାନୁୟାରୀ ୧୯୯୯ରେ । ଏହି ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ବିବନ। ତେବେ ମାମଲାର ତଦନ୍ତ କରୁଥିଲା C.B.I । ପୂର୍ବରୁ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଥିଲେ ମାନ୍ୟବର କୋର୍ଟ। ୩ ମାସ ତଳୁ ବିବନଙ୍କୁ ଖୋଜିବା ଆରମ୍ଭ କରିଥିଲା କମିଶନରେଟ୍‌ ପୋଲିସ। ମୁମ୍ବାଇ-ପୁଣେରେ ନିଜ ନାମ ପରିବର୍ତ୍ତନ କରି ଜଳନ୍ଧର ସ୍ବାଇଁ ନାମରେ ରହୁଥିଲେ ବିବନ। ଶେଷରେ ପୋଲିସ ହାତରେ ଧରା ପଡ଼ିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।


socialnewsodia.info

Post a Comment

0 Comments