26/02/2021


କଟକ 📌


Chief Reporter & Editor/- Srinibash Rout

କଟକ ବଡ଼ ଡାକ୍ତର ଖାନା ପଛପଟ ଅଳିଆ ଗଦାରେ ନିଆଁ ଲାଗିଛି । ଏହି ନିଆଁ ଲାଗିବା ନେଇ ରୋଗୀ ଙ୍କ ସଂପର୍କୀୟ ମାନେ ଭୟଭୀତ ହୋଇପଡ଼ିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବାରେ ଲାଗିପଡିଥିବା ଦେଖିବାକୁ ମିଳିଛି ।



ଅଳିଆଗଦାରୁ ଏକ ଘରକୁ ନିଆଁ ବ୍ଯାପିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ନିଆଁ କିଏ କାହିଁକି ଲଗାଇଲା ତାହାର ତଦନ୍ତ କରାଯିବ । 


socialnewsodia.info