01/03/2021
Editor by/- Srinibash Rout
▪️ଏଣିକି ଓଟିଟି, ସୋସିଆଲ ମିଡିଆ କଣ୍ଟେଣ୍ଟ ଉପରେ ନଜର ରଖାଯିବ।
▪️ସବୁ ସର୍ଭିସ ପ୍ରୋଭାଇଡର ଅଭିଯୋଗ ସେଲ୍ ରଖିବେ।
▪️ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।
▪️ଫେକ୍ ନ୍ୟୁଜ୍ ପାଇଁ ୩ ଥାକିଆ ଯାଞ୍ଚ ବ୍ୟବସ୍ଥା ହେବ।
▪️୨୪ ଘଣ୍ଟାରେ ଅଭିଯୋଗ ଗ୍ରହଣ କରିବେ ଅଭିଯୋଗ ଅଧିକାରୀ
▪️ଅଭିଯୋଗର ୧୫ ଦିନ ଭିତରେ ସମାଧାନ।
▪️ପ୍ରତିମାସରେ ଅଭିଯୋଗ ଓ ସମାଧାନର ବିବରଣୀ ଦେବେ ଅଧୀକାରୀ।
▪️ବଡ଼ ସୋସିଆଲ ମିଡିଆର ଜଣେ କମ୍ପ୍ଲାଏନ୍ସ ଅଧିକାରୀ ଭାରତରେ ରହିବେ।
▪️ଆଇନ ବ୍ୟବସ୍ଥା ସହ ଯୋଗସୂତ୍ର ପାଇଁ ଜଣେ ନୋଡାଲ ଅଫିସର ରହିବେ।
▪️କୌଣସି ଆପତ୍ତିଜନକ ପୋଷ୍ଟ ଥିଲେ ୨୪ ଘଣ୍ଟାରେ ଅପସାରିତ ହେବ।
▪️ୟୁଜରଙ୍କ ଭେରିଫିକେସନ ହେବ।
▪️ଓଟିଟି ପ୍ଲାଟଫର୍ମ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ।
▪️ଦର୍ଶକଙ୍କ ବୟସ ଅନୁସାରେ ବର୍ଗୀକରଣ କରାଯିବ।
▪️ସୋସିଆଲି ମିଡିଆର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ।
▪️୩ ମାସରେ ନିୟମ ଲାଗୁ ହେବ।
▪️ନିୟମ ଖିଲାପ କଲେ ଅତିକମ୍ରେ ୫ ବର୍ଷ ଜେଲ ଦଣ୍ଡ।
▪️ଗୁଜବ ପ୍ରଚାର କରିବା ସୋସିଆଲ ମିଡିଆର ସ୍ୱାଧୀନତା ନୁହେଁ।
▪️ଓଟିଟି, ଡିଜିଟାଲ ମିଡିଆ ନିଜ ସମ୍ପର୍କରେ ତଥ୍ୟ ଦେବେ।
▪️ସବୁ ଓଟିଟି ଓ ଡିଜିଟାଲ ମିଡିଆ ନିୟାମକ ସଂସ୍ଥା ରଖିବେ।
▪️ଜଣେ ଅବସରପ୍ରାପ୍ତ ବିଚାରପତି ବା ଜଣେ ଜଣାଶୁଣା ବ୍ୟକ୍ତି ଏହି ସଂସ୍ଥାରେ ରହିବେ।
WWW.SOCIALNEWSODIA.INFO
0 Comments