Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବେ ସଚିବ; ୧୦ ଜଣ ସଚିବଙ୍କୁ ମିଳିଲା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ଵ ।

 


02/03/2021



Editor by/- Srinibash Rout

୧୦ ଜଣ ସଚିବଙ୍କୁ ମିଳିଲା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ଵ । ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବେ ଏହି ୧୦ ସଚିବ। ଏହି ସବୁ ଜିଲ୍ଲା ଗୁଡିକରେ ସଚିବ ମାନେ ବୁଲି କାର୍ୟ୍ୟ ତଦାରଖ କରିବେ।


-ପରିବହନ ସଚିବ ମଧୁସୂଦନ ପାଢୀଙ୍କୁ କନ୍ଧମାଳ


-ଏମଏସଏମଇ ସଚିବ ସତ୍ୟବ୍ରତ ସାହୁଙ୍କୁ  କଳାହାଣ୍ଡି ଦାୟିତ୍ଵ


-ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାୟଗଡା


-ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ବଲାଙ୍ଗୀର


-ବିଜ୍ଞାନ ଓ କାରିଗରୀ ସଚିବ ସନ୍ତୋଷ ଷଡଙ୍ଗୀଙ୍କୁ କୋରାପୁଟ


-ଏସସି/ଏସଟି ସଚିବ ରଞ୍ଜନ ଚେପ୍ରାଙ୍କୁ ଢେଙ୍କାନାଳ


-ରାଜସ୍ଵ ସଚିବ ବିଷ୍ଣୁପଦ ସେଠୀଙ୍କୁ ନୂଆପଡା


-ଇପିକଲ୍ ଏମଡି ନୀତିନ୍ ବି.ଜାୱଲେଙ୍କୁ ମାଲକାନଗିରି


-ମହିଳା ସଶକ୍ତିକରଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର


-ସାମାଜିକ ସୁରକ୍ଷା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଗଜପତି ଦାୟିତ୍ଵ ଦିଆଯାଇଛି।


-ଏହି ସବୁ ଜିଲ୍ଲା ଗୁଡିକରେ ସଚିବ ମାନେ ବୁଲି କାର୍ୟ୍ୟ ତଦାରଖ କରିବେ।   



socialnewsodia.info

Post a Comment

0 Comments