01/03/2021



Editor by/- Srinibash Rout  

ଆଜି ଓଲିଉଡର ପାଗଳପ୍ରେମୀ ସବ୍ୟସାଚ୍ଚୀ ମିଶ୍ର  ଏବଂ  ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବାହାଘର ହୋଇଛନ୍ତି  ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। ସବ୍ୟ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ପୂର୍ବରୁ ସରିଥିଲା । ଗତକାଲି ପରସ୍ପର ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିୟାଲ ମିଡିଆରେ ସୂଚନା ଦେଇଥିଲେ । ଏ ସୂଚନା ଜାଣିବାପରେ ପରସ୍ପରଙ୍କ ଫ୍ୟାନ ଅଭିନନ୍ଦନ ଜଣାଇଛନ୍ତି ସୋସିୟାଲ ମିଡିଆ ମାଧ୍ୟମରେ । 


socialnewsodia.info