09/03/2021


କଟକ 📌

Chief Reporter & Editor/- Srinibash Rout

ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମଶନର କଟକଣା ଜାରି କରିଛନ୍ତି। ଏଥିରେ ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଳା ବା ଉଠା ଦୋକାନ ବଜାର ବସିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।


Socialnewsodia.info