04/03/2021


ଖୋର୍ଦ୍ଧା 📌


Editor by/- Srinibash Rout

ଫେବ୍ରୁଆରୀ ମାସ ପାଇଁ ଶ୍ରେଷ୍ଠ 🚨 କନେଷ୍ଟବଳ ଭାବେ ପୁରସ୍କୃତ ହୋଇଛନ୍ତି ଖୋର୍ଦ୍ଧା ଷଷ୍ଠ ଆଇଆରବିଏନ୍‌ର ସୁକାନ୍ତ କୁମାର ମୁଦୁଲି । ସୁକାନ୍ତ ଜଗନ୍ନାଥ ମନ୍ଦିରରେ ଡ୍ୟୁଟିରେ ଥିବା ବେଳେ ଜଣେ ଭକ୍ତ ଅଚାନକ ବେହୋସ ହୋଇଯିବାରୁ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ ।



socialnewsodia.info