Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଅନଲାଇନ୍‌ରେ ହେବ ପରିବହନ ବିଭାଗ କାମ; ନୂଆ ବର୍ଷରୁ ପରିବହନ ବିଭାଗରେ ଆସିବ ନୂଆ ସଂସ୍କାର ଏଣିକି ପରିବହନ ବିଭାଗର ସବୁ କାମ ଅନଲାଇନ୍‌ରେ ହେବ- ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନାହିଁ।

 


31-DECEMBER-2021


📌


BY: SRINIBASH ROUT

ପରିବହନ ବିଭାଗ ତଥା RTO ହେବ ଦଲାଲ ମୁକ୍ତ ।ପରିବହନ ବିଭାଗରେ ବିଭିନ୍ନ କାମ ଲାଗି ଦଲାଲଙ୍କ ଭୂମିକା ରହୁଥିବା ନେଇ ଅଭିଯୋଗ ଆସୁଥିଲା ।ଅନେକାଂଶରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହା ସମ୍ପୂର୍ଣ୍ଣ ବନ୍ଦ୍ ହୋଇପାରିନାହିଁ ।ଏଥିପାଇଁ ସମସ୍ତ କାର୍ଯ୍ୟ ଅନଲାଇନ୍‌ରେ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା(Minister Padmanabha Behera on New RTO Rules) ।ଆସନ୍ତାକାଲି(ଶନିବାର)ଠୁ ଅର୍ଥାତ୍ ନୂଆବର୍ଷରୁ ଏହି ବ୍ୟବସ୍ଥା ଲାଗୁ ହେବ ।ଡ୍ରାଇଭିଂ ଲାଇସେନ୍ସ, ଗାଡି ପରମିଟ୍ ଭଳି ପରିବହନ ବିଭାଗର ସବୁ କାମ ଅନଲାଇନ୍‌ରେ ହେବ । 







www. socialnewsodiaofficial.blogspot.com

Post a Comment

0 Comments