29-DECEMBER-2021
📌
BY: SRINIBASH ROUT
ସୌରଭ ଗାଙ୍ଗୁଲିଙ୍କୁ କରୋନା !ବର୍ତ୍ତମାନ ଗାଙ୍ଗୁଲିଙ୍କୁ କୋଲକତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସୋମବାର ୨୭ ତାରିଖ କୋଭିଡ୍ ଟେଷ୍ଟ କରାଇଥିଲେ ଗାଙ୍ଗୁଲି ।ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି ।ତେବେ ଗାଙ୍ଗୁଲିଙ୍କ କରୋନା ସାମ୍ପୁଲକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।ରିପୋର୍ଟ ଆସିବା ପରେ ଜଣା ପଡିବ ଏହା ଓମିକ୍ରନ୍ ଭାରିଆଣ୍ଟ କି ନାହିଁ ତାହା ଜଣାପଡ଼ିବ ।ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ।ଚେକ୍ ଅପ୍ କରୁଛନ୍ତି ଡାକ୍ତର ।ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି।
www. socialnewsodiaofficial.blogspot.com
0 Comments