23-DECEMBER-2021


📌


BY: SRINIBASH ROUT

ଧୀରେ ଧୀରେ ଓଡ଼ିଶାରେ ବୃଦ୍ଧି ପାଇବାରେ ଲାଗିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨ ଦିନ ପୂର୍ବରୁ ରାଜ୍ୟରେ ପ୍ରଥମ ଜଗତସିଂପୁର ଓ କଟକର ଦୁଇଜଣ ବିଦେଶ ଫେରନ୍ତା ଓମିକ୍ରମ ଆକ୍ରାନ୍ତ ହୋଇଥିଲେ ।ପରେ ସେହି ଆକ୍ରାନ୍ତଙ୍କ ସମେ ଆଉ ୮ଜଣଙ୍କ ନମୁନାକୁ ଜିନମ ସିକ୍ୟୁଏନ୍ସି ଟେଷ୍ଟ ଲାଗି ଯାଇଥିଲା ।ପୁଣି ଗୁରୁବାର ୨୩ ତାରିଖରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ବାହାରିଛନ୍ତି। ଏହି ୨ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡ଼ିଛି ।ଫଳରେ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ଓଡ଼ିଶାରେ ଓମିକ୍ରନ ପ୍ରବେଶ କରିବା ପରେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।




 


www. socialnewsodiaofficial.blogspot.com